ଆଉ କେଇଟା ଦିନ ପରେ ଆଲୋକର ପର୍ବ । ଚାଲନ୍ତୁ ନା ଏହି ଦୀପାବଳିରେ ଏହି କୁନି ପିଲାଠୁ ଦୀପ କିଣିବା । ବଡ ବଡ ମଲ୍ ନୁହେଁ ଏହି ଛୋଟ ଛୁଆର ଦୀପ କିଣିବା । ତା ମୁହଁରେ ଖୁସି ଭରି ଦେବା । ଇଏ କମାଇବା ପାଇଁ ନୁହେଁ ପେଟ ପୋଷିବା ପାଇଁ ଦୀପ ବିକ୍ରୀ କରୁଛି ।
#diwali #littleboy #viralvideo #diya #ArgusNews