ଭାଇରାଲ ହେଉଥିବା ଏହି ଭିଡିଓ ଉପରେ ଟିକେ ନଜର ପକାନ୍ତୁ। ଛୋଟିଆ ପିଲାଟିଏ, କିପରି ଭଲ ସଂସ୍କାର ପାଇଛି। ପିଲାଟି ତା ଜେଜେଙ୍କର ଗୋଡ ଧୋଇଦେଉଛି। ଖାଲି କଣ ଗୋଡ ଧୋଇଦେଉଛି କୁନି କୁନି ହାରେ ପାଣି ଆଣି ଜେଜେଙ୍କର ମୁହଁ ପୋଛି ଦେଉଛି। ଆଉ ମୁହଁ ପୋଛି ସାରିଲା ପରେ ଗାମୁଛା ଆଣି ପାଦ ପୋଛି ମଧ୍ୟ ଦେଉଛି।
#Reformation #littleboy #grandfather #Respect #love #viralvideo #ArgusNews