#ଦିଲ୍ଲୀରେ_ନିର୍ଭୟାକାଣ୍ଡର_ପୁନରାବୃତ୍ତି
#ମହିଳାଙ୍କୁ_ଅପହରଣ_ପରେ_୫_ଜଣଙ୍କ_ଗଣଦୁଷ୍କର୍ମ
୪୦ ବର୍ଷୀୟା ମହିଳାଙ୍କୁ ଅପହରଣ ପରେ ୫ ଜଣଙ୍କ ଗଣଦୁଷ୍କର୍ମ । ଲୁହାରଡରେ ଅକଥନୀୟ ନିର୍ଯାତନା ଦେବା ପରେ ରାସ୍ତାକଡ଼ରେ ଫିଙ୍ଗି ଦେଇଥିବା ସୂଚନା । ଗୁରୁତର ଅବସ୍ଥାରେ ପୀଡ଼ିତା ଡାକ୍ତରଖାନାରେ ଭର୍ତ୍ତି । ୪ ଜଣଙ୍କୁ ଗିରଫ କଲା ଗାଜିବାଦ ପୋଲିସ ।
#Delhi #Ghaziabad #Police #woman #Arrest #ArgusNews