#ଶ୍ରଦ୍ଧା_ୱାକର_ଘଟଣାର_ପୁନରାବୃତ୍ତି
ଏଠି ବି ଜଣେ ମହିଳାଙ୍କ ଦେହକୁ ଟିକଟିକ କରି କାଟି ଦେଇଛି ଦୁବୁର୍ତ୍ତ । ଆଉ ତାକୁ ଏକ ଡ୍ରମରେ ଭର୍ତ୍ତି କରି ଫିଙ୍ଗି ଦେଇ ଫେରାର ହୋଇଯାଇଛି । ଆଉ ଘଟଣାର ୧୮ ମାସ ପରେ ପୋଲିସ ପାଇଛି ମୃତ୍ୟୁର ସୁରାଗ ।
#MurderCase #visakhapatnam #drum #bodypart #crime #ArgusNews