ସତେନ୍ଦ୍ର ଜୈନ ମାଲିସ ଘଟଣାକୁ ନେଇ ସାମନାକୁ ଆସିଲା ନୂଆ ସତ । କିଛି ଦିନ ତଳେ ସୋସିଆଲ ମିଡିଆରେ ଆପ ନେତା ସତେନ୍ଦ୍ର ଜୈନଙ୍କ ମାଲିସ ହେଉଥିବାର ଭିଡିଓ ସାମ୍ନାକୁ ଆସିଥିଲା । ତେବେ ଏହି ଘଟଣାରେ ତିହାଡ ଜେଲରେ ଜୈନଙ୍କୁ ମାଲିସ କରୁଥିବା ବ୍ୟକ୍ତି ଜଣଙ୍କୁ ଫିିଜିଓଥେରାପିଷ୍ଟ ବୋଲି ଆପ ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଡିଆ କହଥିଲେ। କିନ୍ତୁ ଏବେ ଏହି ଘଟଣାକୁ ନେଇ ଆସିଛି ଏକ ବଡ ଖୁଲାସା।
#ArgusNews #SatyendarJain #aapleader #massaging #TihadJail #National