ଆଦାନୀ ଗ୍ରୁପ। ଦେଶର କାହିଁକି ବିଶ୍ବର ଏକ ପ୍ରତିଷ୍ଠିତ ଶିଳ୍ପସଂସ୍ଥା। ଯେଉଁ ସଂସ୍ଥାର ମୂଲ୍ୟରେ ପ୍ରତିଦିନ ଯୋଗ ହେଉଛି ମିଲିୟନ ଓ ବିଲିୟନ ଡଲାର। ଯେଉଁ ଗ୍ରୁପକୁ ନେଇ ସାରା ବିଶ୍ବରେ ଚର୍ଚ୍ଚା। ଯାହାର ମୁଖ୍ୟ ତଥା ଚେୟାରମ୍ୟାନ ଗୌତମ ଆଦାନୀଙ୍କ କହିବା ହେଲା, ଜଣେ ଭାରତୀୟ ହିସାବରେ ମୋର ଅନୁଭବ ଯେ, ବର୍ତ୍ତମାନରୁ କିଛି ସମୟ ଭିତରେ ଦେଶରେ ଏକପ୍ରକାର ଭାବନା ରହିଛି ଯେ ଆମେ ଆମର ଦେଶକୁ ବିକାଶଶୀଳରୁ ବିକଶିତ କରିବା ଉଚିତ୍...।
#ArgusNews #AdaniGroup #GautamAdani #indian #Developournation #National