ବିବାଦ ମଧ୍ୟରେ ଆଦାନୀ ଗ୍ରୁପ ତାର ଏଫପିଓ ସେଲ୍ ନେଇ ଆଶାବାଦୀ । ଆମେରିକାର ଏକ ଫାର୍ମର ନକରାତ୍ମକ ରିପୋର୍ଟ ସତ୍ତ୍ୱେ ଏସିଆର ଧନୀ ତଥା ଆଦାନୀ ଗ୍ରୁପ ମୁଖ୍ୟ ଗୌତମ ଆଦାନୀ ଆଶାବାଦୀ ଯେ ତାଙ୍କ ଫ୍ଲାଗସିପ୍ କମ୍ପାନୀ ପକ୍ଷରୁ ଆସିବାକୁ ଥିବା 20,000 କୋଟି ଟଙ୍କା ଫଲୋଅନ୍ ସେୟାର ସେଲ୍ ପ୍ରକ୍ରିୟାରେ କୌଣସି ଅସୁବିଧା ରହିବ ନାହିଁ ।
#ArgusNews #AdaniGroup #GautamAdani #Sail #National