ବୀରାଙ୍ଗନାଙ୍କୁ ଜାତୀୟ ସ୍ବୀକୃତି !
ଜାତୀୟ ସାହସିକତା ପୁରସ୍କାର ପାଇବାରେ ଗତି ଦଶନ୍ଦି ଭିତରେ ସବୁଠୁ କନିଷ୍ଠ । ବୀରଙ୍ଗନା ନାଁ ହି ବୟାନ କରୁଛନ୍ତି ସାହସିକତାର । ଲାଗୁଛି ଅହ୍ମଦାବାଦର ୭ ବର୍ଷୀୟ ବାଳିକା ବୀରାଙ୍ଗନା ଝାଲା ଯେମିତି ସାହସିକତା କାମ ଲାଗି ଜନ୍ମ ନେଇଛନ୍ତି
#ArgusNews #AdaniInternationalSchool #Nationalrecognition #VeeranganaJhala #BraveGirl