ମୁଡିର ଗ୍ଲୋବାଲ ଇଏସଜି ରେଟିଂରେ ୧ ନମ୍ବର ସ୍ଥାନରେ ରହିଛି ଆଦାନୀ ପୋର୍ଟ ଆଣ୍ଡ ସ୍ପେଶିଆଲ୍ ଇକୋନୋମିକ୍ ଜୋନ୍। ଅନ୍ତର୍ଜାତୀୟ ଟ୍ରାନ୍ସପୋର୍ଟ ଆଣ୍ଡ ଲଜିଷ୍ଟିକ କ୍ଷେତ୍ରରେ ଆଦାନୀ ପୋର୍ଟ ଆଣ୍ଡ ଏସଇଜେଡ୍ ୧ ନମ୍ବର ର୍ୟାଙ୍କରେ ଥିଲା ବେଳେ ସବୁ କ୍ଷେତ୍ରରେ ଥିବା ଭାରତୀୟ କମ୍ପାନୀଙ୍କ ମଧ୍ୟରେ APSEZ ୯ ନମ୍ବର ସ୍ଥାନରେ ରହିଛି।
#ArgusNews #AdaniGroup #AdaniPort #GlobalESG #National