ସେୟାର ବ୍ୟାକ୍ ଫାଇନାନ୍ସିଂରେ ଆଗୁଆ ୭,୩୭୪ କୋଟି ଟଙ୍କାର ଋଣ ପରିଶୋଧ କଲା ଆଦାନୀ ଗ୍ରୁପ । ତାଲିକାଭୁକ୍ତ ଆଦାନୀ ଗ୍ରୁପ ଅଫ୍ କମ୍ପାନୀର ସେୟାରରେ ସାମଗ୍ରିକ ଭାବେ ପ୍ରମୋଟର ଲାର୍ଭେଜ କମ୍ କରିବା ପାଇଁ ଆଦାନୀ ଗ୍ରୁପର ପ୍ରତିବଦ୍ଧ । ୨୦୨୫ ଏପ୍ରିଲ ସୁଦ୍ଧା ମ୍ୟାଚ୍ୟୁରିଟି ହେବା ପୂର୍ବରୁ ସେୟା ବ୍ୟାକ୍ ଫାଇନାନ୍ସିଁରେ ୭,୩୭୪ କୋଟି ଟଙ୍କା ପରିଶୋଧ କରିଛି ଆଦାନୀ ଗ୍ରୁପ ।
#ArgusNews #AdaniGroup #sharebackfinancing #companies #investors #Repayment #nationals