ଏକ୍ ଭାରତ ଶ୍ରେଷ୍ଠ ଭାରତ' ନାରାରେ କମ୍ପିଲା ଆଦି ମହୋତ୍ସବ !
ଆଦିବାସୀଙ୍କୁ ହକ୍ ଆଉ ସମ୍ମାନ ପାଇଁ ମୋଦି ସରକାର ବଦ୍ଧ ପରିକର। ଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡ଼ିୟମରେ ଆଦି ମହୋତ୍ସବକୁ ଉଦଘାଟନ କରି ବିର୍ସାଙ୍କ ବୀରତ୍ୱର ଗାଥା, ଆଉ ସ୍ୱାଧୀନତା ସଂଗ୍ରାମରେ ଆଦିବାସୀଙ୍କ ଅବଦାନ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ
#ArgusNews #AdiMahotsav #NarendraModi #Tribal