#ଲୋକଙ୍କୁ_ମିଳୁନି_ପେଟପୂରା_ଖାଦ୍ୟ
#ଭୋକରେ_ଆଉଟପାଉଟ_୯୫ପ୍ରତିଶତ_ଲୋକ
ପିଲାମାନଙ୍କୁ ଖାଇବାକୁ ଦେବା ବଦଳରେ ନିଦ ବଟିକା ଦେଇ ଶୁଆଇ ଦେଉଛନ୍ତି ଲୋକେ । ମିଳୁନି ଖାଦ୍ୟ। ଭୋକରେ ଆଉଟପାଉଟ ଲୋକେ । ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ସେଠାକାର ଲୋକଙ୍କ ଜୀବନ ଦୁର୍ବିସହ ହୋଇପଡିଛି ସେଠାରେ ବର୍ତ୍ତମାନ ଅନାହାର ପରିସ୍ଥିତି ସୃଷ୍ଟି ହୋଇଛି।
#ArgusNews #Afghanistan #Hungry #faminesituation #starvation #National