ଦିନକୁ ଦିନ ଆଫଗାନିସ୍ଥାନର ପରିସ୍ଥିତି ଅସମ୍ଭାଳ ହେବାରେ ଲାଗିଛି । ବିଭିନ୍ନ ଦେଶ ନିଜ ଦେଶର ଲୋକମାନଙ୍କୁ ବିମାନ ପଠାଇ ଦେଶକୁ ଫେରାଇ ନେବାରେ ଲାଗିଛନ୍ତି । ତେବେ ଏହାରି ଭିତରେ ୟୁକ୍ରେନର ଏକ ବିମାନ ଅପହରଣ ହୋଇଥିବା ନେଇ ସଂକା ସୃଷ୍ଟି ହୋଇଛି । ସେପଟେ ଆତଙ୍କବାଦ ରାଜ ପରେ ତାଲିବାନକୁ ବିଶ୍ବରେ ପୃଥକ କରାଯିବା ନେଇ ଆମେରିକା ଓ ସହଯୋଗୀ ଦେଶ ମାନେ ବଡ ନିଷ୍ପତ୍ତି ନେଇପାରନ୍ତି ।
#Afganistan #Taliban #flight #america #ArgusNews #odisha