ନୂଆଦିଲ୍ଲୀ ଓଡିଶା ନିବାସ ରେ ପଂହଁଚିଲା ପରେ ସେମାନେ ତାଙ୍କର ଯାତ୍ରା ବିଷୟରେ କହିଛନ୍ତି । ଭାରତୀୟ ଦୂତାବାସ କିପରି ସେମାନଙ୍କୁ ସାହାଯ୍ୟ କରିଛି ସେ କଥା ବଖାଣିଛନ୍ତି ଓଡ଼ିଶାର ପିଲାମାନେ । ଗଙ୍ଗା ମିଶନରେ ନୂଆଦିଲ୍ଲୀରେ ପଂହଁଚି ଥିବା ଛାତ୍ରଙ୍କ ସହିତ ଅଧିକ ଆଲୋଚନା କରିଛନ୍ତି ଆମ ଦିଲ୍ଲୀ ପ୍ରତିନିଧି
#RussiaUkraineWar #NewDelhi #OdishaNiwas #Studentrescue #Odia #ArgusNews