#ଅଗ୍ନିପଥରେ_ଅଗ୍ନିବୀର_!
#ତେଲଙ୍ଗାନାରୁ_ବିହାର_ଅଗ୍ନିପଥକୁ_ନେଇ_ଆର୍_ପାର୍
ଜୟ ଯବାନ । ତେବେ କାହିଁକି ଘମାସାନ ? କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ଏବେ ସାରା ଦେଶରେ ହଲ୍ଲାବୋଲ । ତେଲଙ୍ଗାନାରୁ ବିହାର ଯାଏଁ ବ୍ୟାପିଲାଣି ଅଗ୍ନିପଥର ଅଗ୍ନି ।
#Agnipath #Agniveer #Jayjaban #Telangana #Bihar #Fire #National #ArgusNews #Train