ଅଗ୍ନିବୀର ଯୋଜନାରେ ଭର୍ତ୍ତି ପାଇଁ ପ୍ରବଳ ଉତ୍ସାହ । ମହିଳାଙ୍କ ମଧ୍ୟରେ ପ୍ରବଳ ଉତ୍ସାହ । ଜୁଲାଇ ୧ରେ ଅନ୍ଲାଇନ୍ ପୋର୍ଟାଲ ଖୋଲାଯାଇ ଥିବା ବେଳେ ତିନି ଦିନରେ ପାଖାପାଖି ୧୦ ହଜାର ମହିଳାଙ୍କ ପଞ୍ଜିକରଣ। ପଦାରେ ପଡ଼ିଛି ପ୍ରତିବାଦ ପଛର ଅସଲ ଗୁମର ।
#motivation #AgnipathScheme #Agniveer #indianarmy #Registration #ArgusNews