ଖାରଜ ହେଲା କେନ୍ଦ୍ର ସରକାରଙ୍କ ଅଗ୍ନୀପଥ ଯୋଜନା ବିରୋଧରେ ଦାଏର୍ ସମସ୍ତ ପିଟିସନ୍ । ଯୋଜନାରେ ହସ୍ତକ୍ଷେପ କରିବାଭଳି କୌଣସି କାରଣ ନାହିଁ । ଏହା ଦର୍ଶାଇ କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ ଯୋଜନା’କୁ ଚାଲେଞ୍ଜ୍ ଦାଖଲ ହୋଇଥିବା ପିଟିସନ୍ଗୁଡ଼ିକୁ ଆଜି ଦିଲ୍ଲୀ ହାଇକୋର୍ଟ ଖାରଜ କରି ଦେଇଛନ୍ତି
#ArgusNews #AgnipathYojana #DelhiHighCourt #CentralGovt