#ବଢୁଛି_ଜୈବିକ_କୃଷି
ଜୈବିକ କୃଷି ଉପରେ କେନ୍ଦ୍ର ସରକାରଙ୍କ ନଜର । ଦେଶରେ ୩୮ ଲକ୍ଷ ହେକ୍ଟର ଜମିରେ ହେଉଛି ଜୈବିକ କୃଷି। ଏମଏସପିକୁ ଅଧିକ ପ୍ରଭାବୀ ଓ ପାରଦର୍ଶୀ କରିବା ପାଇଁ ଚାଲିଛି ପ୍ରୟାସ : ନରେନ୍ଦ୍ର ସିଂହ ତୋମର, କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ
#PMModi #agriculturebudget #farmers #NarendraSinghTomar #AgricultureMinister #ArgusNews