ୟୁପିଏ ଶାସନ ସମୟରେ ମୋଦୀଙ୍କୁ ଫସାଇବା ପାଇଁ ମୋ ଉପରେ ଚାପ ପ୍ରୟୋଗ କରୁଥିଲା ସିବିଆଇ । କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଅମିତ ଶାହ ଦେଲେ ବକ୍ତବ୍ୟ । କହିଲେ ଏହା ସତ୍ୱେ ଆମେ କେବେ କଳା ପୋଷାକ ପିନ୍ଧି ସଂସଦ କିମ୍ବା ବିଧାନସଭାକୁ ବନ୍ଦ କରି ନ ଥିଲୁ ।
#ArgusNews #Amitshah #Assembly #blackclothes #National