#ଦେଢ଼_ମାସର_ପୁଅକୁ_ଦେଖିବାକୁ_ଆସୁଥିଲେ_ଯବାନ
#ଅଧା_ବାଟରେ_ଡାକି_ନେଲା_ଯମ
#ଏବେ_ଗାଁ_ଶ୍ମଶାନରେ_ଜଳୁଛି_ଚିତା
#ସୌଦାଗରଙ୍କୁ_ଝୁରୁଛି_ଗାଁ_ଆଉ_ପରିବାର
ଜାନୁଆରୀ ୨୬ ପରେଡ଼ରେ ସାମିଲ ହୋଇଥିଲେ ଯବାନ ସୌଦାଗର ବିଶ୍ୱାଳ। ମାତ୍ର ଏଇ ଦିନ କେଇଟା ଅନ୍ତରରେ ଯେ ସେ ଦୁନିଆକୁ ଅଲବିଦା କରିବେ ତାହା କିଏ ବା ଜାଣିଥିଲା।
#Jawaandeath #bramhapur #heartattack #chhatishgarh #ArgusNews