#ନୂପୁରଙ୍କ_ମାମଲାରେ_ସିଜେଆଇଙ୍କୁ_ପୂର୍ବତନ_ବିଚାରପତିମାଙ୍କ_ଖୋଲା_ଚିଠି
#ସୁପ୍ରିମକୋର୍ଟ_ଜଜଙ୍କ_କଡା_ଟିପ୍ପଣୀକୁ_ନେଇ_ଉଠିଛି_ବିରୋଧର_ସ୍ଵର
ଚିଠିରେ ନୁପୁର ଶର୍ମାଙ୍କ ମାମଲାର ଶୁଣାଣି ସମୟରେ ଖଣ୍ଡପୀଠ ଦେଇଥିବା ମନ୍ତବ୍ୟକୁ ବିରୋଧ କରାଯାଇଛି । ଖଣ୍ଡପୀଠ ଶୁଣାଇ ଥିବା ଦୁଇ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ଜେ.ବି ପରଦୀୱାଲାଙ୍କୁ କଡ଼ା ସମାଲଚୋନା କରିଛନ୍ତି ଦିଲ୍ଲୀ, ବମ୍ବେ , ଗୁଜରାଟ ଓ ରାଜସ୍ଥାନ ସହି ବିଭିନ୍ନ ରାଜ୍ୟର କୋର୍ଟର ପୂର୍ବତନ ବିଚାରପତିମାନେ
#CJI #NupurSharma #letter #ArgusNews