ଆମେରିକା ଗ୍ଲୋବାଲ ଫୋରକାଷ୍ଟ ମଡେଲ, ଭାରତୀୟ ପାଣିପାଗ ବିଭାଗର GFS ମଡେଲ ଏହି ସମ୍ଭାବ୍ୟ ବାତ୍ୟାକୁ ନେଇ ଆକଳନ କରିଛନ୍ତି। ସମ୍ଭାବ୍ୟ ବାତ୍ୟାର ଗତିପଥ ଉତ୍ତର-ପଶ୍ଚିମ ଦିଗରେ ରହିବା ସହ ଓଡ଼ିଶା-ପଶ୍ଚିମବଙ୍ଗ ମୁହାଁ ହେବ ବୋଲି ମଡେଲଗୁଡିକର ଆକଳନ କହୁଛି।
#Cyclone #IndianMeteorologicalDepartment #Odisha #ArgusNews