#ଆଭିଭା_ଇଣ୍ଡିଆର_ସିଇଓ_ହେଲେ_ଓଡ଼ିଆ_ପୁଅ_ଅସିତ_ରଥ
ଘରୋଇ ବୀମା କମ୍ପାନୀ ଆଭିଭା ଇଣ୍ଡିଆର ନୂଆ ଏମଡି ଓ ସିଇଓ ଭାବେ ଅସିତ ଦାୟିତ୍ବ ଗ୍ରହଣ କରିଛନ୍ତି । ଏହା ପୂର୍ବରୁ ଅସିତ ରଥ ପ୍ରଡେନ୍ସିଆଲ ମିଆଁମାର ଲାଇଫ୍ ଇନସ୍ୟୁରାନ୍ସ ସିଇଓ ଭାବେ କାର୍ଯ୍ୟ କରୁଥିଲେ ।
#AvivaIndia #CEO #insurancecompany #AsitRath #ArgusNews