#ବନ୍ୟା_ଜଳରେ_ଭାସୁଛି_ଆସାମ
#ଥମୁନି_ବନ୍ୟା_ସଂକଟ
#ବଢିବାରେ_ଲାଗିଛି_ମୃତ୍ୟୁ_ସଂଖ୍ୟା
ଆସାମରେ ଦେଖାଯାଇଥିବା ବନ୍ୟା ପରିସ୍ଥିତି ଆହୁରି ଖରାପ ଆଡ଼କୁ ଗତି କରିଛି । ୩୧ଟି ଜିଲ୍ଲାର ୬ ଲକ୍ଷ ୮୦ ହଜାର ଲୋକ ବନ୍ୟା ଜଳ ଯୋଗୁଁ ପ୍ରଭାବିତ ହୋଇଛନ୍ତି । ନଗାଓ, ହେଜାଇ, ଚଚର, ଡେରାଙ୍ଗ, ମାରିଗାଓ ଓ କରିମଗଙ୍ଗରେ ସ୍ଥିତି ଆହୁରି ଅଧିକ ଖରାପ ।
#Flood #Assam #AssaminCrisis #Cyclone #ArgusNews #National