ଅଯୋଧ୍ୟା ରାମ ମନ୍ଦିର ପରିସରରେ ବାଲ୍ମିକୀ, ବଶିଷ୍ଠ, ନିଷାଦ ରାଜ, ଜଟାୟୁ, ଶବରୀ ଓ ଅହଲ୍ୟାଙ୍କ ମନ୍ଦିର ହେବ । ଏହି ଆଇଡିଆ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଥିଲା । ସୂଚନା ଦେଲେ ରାମ ଜନ୍ମଭୂମି ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ ।
#ArgusNews #Ayodhya #RamTemple #NarendraModi #National