#ମୁଁ_ହିନ୍ଦୁ_ହେବି_ମୁସଲମାନ_ନୁହେଁ !
ଏ ମହିଳା ଜଣକ ହିନ୍ଦୁ ନୁହଁନ୍ତି । ହେଲେ ହିନ୍ଦୁ ହେବାକୁ ଆସିଛନ୍ତି । ବାବା ବାଗେଶ୍ବର ଧାମର ଏହି ଚର୍ଚ୍ଚିତ ଭିଡିଓ ଏବେ କୋଟି କୋଟି ସନାତନୀଙ୍କୁ ଆନନ୍ଦିତ କରିଛି । ମହିଳା ଜଣକ କ’ଣ କହୁଛନ୍ତି ଶୁଣନ୍ତୁ ।
#ArgusNews #BabaBageswar #Hindusim #Sanatan #Muslim #Talaque