ଉତ୍ତର ପ୍ରଦେଶର କୁଶୀନଗରରେ ବାବର ନାମକ ଜଣେ ବ୍ୟକ୍ତିକୁ ଲିଂଚିଂ କରି ଦିଆଯାଇଛି । ଏହି ମୁସଲମାନ ଯୁବକକୁ ପିଟି ପିଟି ହତ୍ୟା କରି ଦେଇଛନ୍ତି । ବାବରଙ୍କ କେବଳ ଏତିକି ଭୁଲ ଥିଲା ଯେ ନିର୍ବାଚନରେ ବିଜେପି ପାଇଁ ପ୍ରଚାର କରୁଥିଲା
#Uttarpradesh #Kushinagar #babar #Muslim #Politicalviolence #ArgusNews