ବ୍ରହ୍ମାସ୍ତ୍ର ଫିଲ୍ମ ପ୍ରମୋସନ ବେଳେ ଆଲିଆଙ୍କ ଡ୍ରେସ ଉପରେ ସମସ୍ତଙ୍କ ନଜର । ସମସ୍ତଙ୍କୁ ଆକର୍ଷିତ କରୁଛି ବେବି ଅନ ବୋର୍ଡ । ଆଲିଆ ଏକ ପିଙ୍କ କଲର ସାରାରା ଡ୍ରେସ ପିନ୍ଧିଥିଲେ । ଯେଉଁଥିରେ ଲେଖା ହୋଇଛି ବେବି ଅନ ବୋର୍ଡ ।
Alia Bhatt #bramhastra #movie #BollywoodNews #bollywood #NationalNews #ArgusNews