ଅଯୋଧ୍ୟାରେ ଦୁଇଟି ବୈକୁଣ୍ଠ ଧାମ ରହିଛି, ନଦୀର ଜଳ ସ୍ତର ବୃଦ୍ଧି ହୋଇଗଲେ 3 ମାସ ଲାଗି ଅନ୍ୟ ଏକ ବୈକୁଣ୍ଠ ଧାମରେ ଶେଷକୃତ୍ୟ ହୁଏ। ଶେଷ କୃତ୍ୟ ପାଇଁ ବୈକୁଣ୍ଠ ଧାମକୁ ଆସୁଥିବା ଶବ ଗୁଡିକୁ ସର୍ବ ପ୍ରଥମେ ସରଜୋ ନଦୀରେ ସ୍ନାନ କରି ଦିଆଯାଏ। ଏହାପରେ ସେଥିରେ ଅଗ୍ନି ସଂଯୋଗ ହୁଏ...।
#ArgusNews #Ayodhya #BaikunthDham #funeral #saryuriver #National