୨୦୪୭ ମସିହା ସୁଦ୍ଧା ଭାରତକୁ ଇସଲାମୀ ଦେଶରେ ପରିଣତ କରିବା ଲକ୍ଷ୍ୟରେ ଅତ୍ୟନ୍ତ ଗୁପ୍ତ ଭାବେ କାମ କରୁଥିବା ସଂଗଠନ ପପୁଲାର ଫ୍ରଂଟ ଅଫ ଇଣ୍ଡିଆ ସହ ଜଡିତ ବିଭିନ୍ନ ସ୍ଥାନରେ ଏକା ସହିତ ଚଢାଉ ଓ ଏହାର ପ୍ରମୁଖ ନେତା ମାନଙ୍କୁ ଗିରଫ କରାଯିବା ପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଆକ୍ସନ ମୁଡରେ ରହିଥିବା ଜଣା ପଡିଛି । ଗୃହ ମନ୍ତ୍ରଣାଳୟ ଏହି ଦେଶ ବିରୋଧୀ ସଂଗଠନକୁ ଖୁବ ଶୀଘ୍ର ବ୍ୟାନ କରିବାକୁ ପ୍ରସ୍ତୁତି କରୁଛି ।
#PFI #ban #PopularFrontOfIndia #NationalNews #ArgusNews