ଶେଷରେ ମନ୍ତ୍ରୀପଦରୁ ବିଦାହେଲେ ପାର୍ଥ ଚାଟାର୍ଜୀ
ପ୍ରବଳ ବିରୋଧ ପରେ ନିଜ ଇମେଜ୍ ବଂଚେଇବାକୁ ଯାଇ ଆକ୍ସନ ନେଲେ ମମତା । ସ୍କାମରେ ଦିଦିଙ୍କ ସମ୍ପୃକ୍ତିକୁ ନେଇ ଇସ୍ତଫା ଦାବି କଲା ବେଙ୍ଗଲ ବିଜେପି । ପାର୍ଥ, ଅର୍ପିତା, ମାନିକଙ୍କ ପରେ ଆଉ କିଏ ? ଆଉ କାହା ଉପରେ ପଡ଼ିବ ଇଡ଼ିର ପଂଝା ?
#EnforcementDirectorate #ArpitaMukherjee #ParthaChatterjee #MoneyLaundering #ArgusNews