କର୍ଣ୍ଣାଟକରେ ଭାରତ ଶକ୍ତି ସପ୍ତାହ । ଇଥାନଲ ମିଶ୍ରଣ କାର୍ଯ୍ୟକ୍ରମରେ ଇ-୨୦ ଇନ୍ଧନର ଶୁଭାରମ୍ଭ । 2013 ପରଠୁ ଦେଶରେ 6 ଗୁଣ ବଢ଼ିଛି ଇଥାନଲ ମିଶ୍ରଣ । ୫୪ ହଜାର କୋଟି ବିଦେଶୀ ମୁଦ୍ରା ମଧ୍ୟ ସଞ୍ଚୟ । ୩୧୮ ଲକ୍ଷ ମେଟ୍ରିକ ଟନ ଅଙ୍ଗାରକାମ୍ଳ କମ ହୋଇଛି । ୮୧ ହଜାର ୮୦୦ କୋଟି ଟଙ୍କା ମିଳିଛି । ଚାଷୀଙ୍କ ଖାତାକୁ ଯାଇଛି ୪୯ ହଜାର କୋଟିରୁ ଅଧିକ ଟଙ୍କା ।
#ArgusNews #Karnataka #indianenergyweek #greenfuel #Launch #NarendraModi #National