ଇଟା ଭାଟିରେ ଭୟଙ୍କର ବିସ୍ଫୋରଣ । ଇଟା ଭାଟି ଚିମିନିରେ ବିସ୍ଫୋରଣ ଘଟି ୭ ଜଣଙ୍କ ମୃତ୍ୟୁ ହୋଇଛି । ପ୍ରାୟ ୧୫ ଜଣ ଗୁରୁତର ଆହତ ହୋଇଛନ୍ତି । ବିସ୍ଫୋରଣ ପରେ ଇଟା ଭାଟି ତଳେ କିଛି ଲୋକ ଦବି ରହିଥିବା ଅନୁମାନ କରାଯାଉଛି ।
#ArgusNews #Bihar #chimney #BrickBhati #explosion #National