ଚାଇନାର ଜଣେ ୪ ବର୍ଷର ପିଲା ବାର୍ଡ ଫ୍ଲୁ ସଂକ୍ରମିତ ହୋଇଛନ୍ତି। ଏହି ରୋଗ ଦିନେ କୁକୁଡା ଭଳି ଚଢେଇମାନଙ୍କୁ ମାରୁଥିବା ବେଳେ ଏଣେ ମଣିଷ ମାରିବାକୁ ସଜ ହେଲାଣି। ଚଢେଇଗୁଡିକଠାରୁ ସିଧାସଳଖ ସଂକ୍ରମତି ହେବା ପରେ ପିଲାଟି ପଜିଟିଭ ଚିହ୍ନଟ ହୋଇଛି। ଯେଉଁ କାରଣରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
#China #BirdFlu #Odisha #ArgusNews