ବିଜେପି ସଂସଦୀୟ ଦଳ ବୈଠକ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତରେ ବୈଠକ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ପୁଷ୍ପ ମାଳା ପିନ୍ଧାଇ ସ୍ୱାଗତ କରିଥିଲେ ଜେପି ନଡ୍ଡା।
#ArgusNews #BJPMeeting #Delhi #JPNadda #NarendraModi #National