ଆଖିକୁ ଦେଖା ନଗଲେ ବି ଖୁବ ସୁନ୍ଦର ଭାବେ କ୍ରିକେଟ ଖେଳୁଛନ୍ତି ଏହି ଦୃଷ୍ଟିହୀନ କ୍ରିକେଟ ଟିମ । ମଧ୍ୟପ୍ରଦେଶ ଭୋପାଳରେ ଦୃଷ୍ଟିହୀନମାନଙ୍କ ପାଇଁ ଏକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଛି । ଯେଉଁଥିରେ ଏହି ପିଲାମାନେ କ୍ରିକେଟ ଖେଳିବାକୁ ଆସିଛନ୍ତି ।
#ArgusNews #blindcricket #cricketmatch #crickettournament #blindcricketmatch #MadhyaPradesh