#ତାପସୀ_ପନ୍ନୁଙ୍କ_ବିବାଦୀୟ_ଫଟୋ_ଭାଇରାଲ
ମା’ ଲକ୍ଷ୍ମୀ ଥିବା ନେକଲେସ ପିନ୍ଧିଥିବା କାରଣରୁ ତାପସୀଙ୍କ ବିରୋଧ । ଲୋକେ କହିଲେ ଏହା ହିନ୍ଦୁ ଧର୍ମର ଅପମାନ । ଅନ୍ୟ ଧର୍ମର ପ୍ରତୀକକୁ କଣ ଏଭଳି ଭାବେ ପିନ୍ଧି ପାରିବ? । ବଲିଉଡରେ ଅନେକ ଫ୍ଲପ ଫିଲ୍ମ ଦେଇଥିବା ଅଭିନେତ୍ରୀ ତାପସୀ ପନ୍ନୁ ସବୁବେଳେ ବିବାଦରେ ରହିବାକୁ ପସନ୍ଦ କରିଥାନ୍ତି ।
#ArgusNews #TaapseePannu #BollywoodActress #controversy #MaaLakshmi #necklace #National