#ବଏକଟ୍_ଚାଇନା
#ଏଥର_ବି_କେବଳ_ମେଡ୍_ଇନ୍_ଇଣ୍ଡିଆ_ହୋଲି
ଭାରତୀୟ ବଜାରରେ ଏବେ ସମ୍ପୂର୍ଣ୍ଣ ଅଲୋଡ଼ା ମେଡ୍ ଇନ୍ ଚାଇନା ରଙ୍ଗ ଅବିର। ମେଡ୍ ଇନ୍ ଇଣ୍ଡିଆ ହୋଲି ସାମଗ୍ରୀ ପାଲଟିଛି ପ୍ରଥମ ପସନ୍ଦ। ଦେଶବାସୀଙ୍କୁ ପ୍ରଭାବିତ କରିଛି ମୋଦିଙ୍କ ‘ମେକ୍ ଇନ୍ ଇଣ୍ଡିଆ’ ଆହ୍ବାନ...।
#ArgusNews #Holi #madeinindia #MadeInIndiaHoli #BoycottChina #indians #National