ଆଜି ଉତ୍ତରପ୍ରଦେଶର ବିଜେପି ସଭାପତି ଭାବେ କାର୍ଯ୍ୟଭାର ଗ୍ରହଣ କରିବେ ଚୌଧୁରୀ ଭୁପେନ୍ଦ୍ର ସିଂ । ଏନେଇ ମତ ରଖିଛନ୍ତି ଉତ୍ତରପ୍ରଦେଶ ର ଉପ ମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ ।
#choudhuriChupendraSingh #bjp #President #Lucknow #UttarPradesh #BrajeshPathak #deputycheifminister #NationalNews #ArgusNews