ଏ ଲୋକଟିର ବୋଧେ ଆଜି ବାଇକରେ ଯିବାର ନଥିଲା । ନହେଲେ ସେ ବାଇକରେ ଯାଉ ଯାଉ କାରରେ ବସିଥାନ୍ତା କାହିଁକି ? ସିଏ ପୁଣି ଏକଦମ ଠିକ ସମୟରେ । ସତେ ଯେମିତି ଆଜି ତାଙ୍କର କାରରେ ଯିବାର ହିଁ ଯୋଗଥିଲା । ନହେଲେ ଦେଖୁନାହାନ୍ତି କେମିତି ବାଇକରୁ ସିଧା ଆସି କାର ଉପରେ….
#bike #car #accident #FunnyScene #viralvideo #ArgusNews