ଆସନ୍ତାକାଲି "କେନ୍ଦ୍ର - ରାଜ୍ୟ ବିଜ୍ଞାନ ସମ୍ମିଳନୀ"କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶର ବିଭିନ୍ନ ରାଜ୍ୟର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଓ ସଚିବମାନେ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବେ । ଏହି ପ୍ରକାର ସମ୍ମିଳନୀ ପ୍ରଥମଥର ପାଇଁ ଅନୁଷ୍ଠିତ ହେବାକୁ ଯାଉଛି ।
#PrimeMinister #NarendraModi #inaugurate #centralstatescienceconference #National #ArgusNews