କେନ୍ଦ୍ର କ୍ୟାବିନେଟରେ ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଉପରେ ବାଜିଲା ମୋହର । ଆହୁରି ବର୍ଷେ ପାଇଁ ମିଳିବ ମାଗଣା ରାସନ । ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁଯାୟୀ ସରକାର ଆଉ ଏକ ବର୍ଷପାଇଁ ମାଗଣା ରାସନ ସମଗ୍ରୀ ଦେବା ଉପରେ କେନ୍ଦ୍ର କ୍ୟାବିନେଟ୍ ମୋହର ମାରିଛି
#ArgusNews #CentralCabinet #FreeRation #CentralGovt