#ମୋଦିଙ୍କ_ଆତ୍ମନିର୍ଭର_ଭାରତ_ମନ୍ତ୍ର_ଦେଲା_ପ୍ରେରଣା
ଏବେ ଚର୍ଚ୍ଚାରେ ବିହାର ପାଟନାର ଚାଏଓ୍ଵାଲି ପ୍ରିୟଙ୍କା ଗୁପ୍ତା। ସୋଶିଆଲ ମିଡିଆରେ ଟ୍ରେଣ୍ଡ କରୁଛି ଏହି ଭାଇରାଲ ଗାର୍ଲଙ୍କ ଟି ଷ୍ଟଲ “ପିନା ହି ପଡେଗା”ର ପୋଷ୍ଟର। ପାଠ ପଢିବା ପରେ ଚାକିରୀ ମିଳୁନଥିବା ବେଳେ ଏବେ ଚା ଦୋକାନ କରି ସ୍ଵାବଲମ୍ବୀ ହୋଇଛନ୍ତି ପ୍ରିୟଙ୍କା ଗୁପ୍ତା । ପ୍ରଧାନମନ୍ତ୍ରୀ ମୋଦିଙ୍କ ଆତ୍ମନିର୍ଭର ଭାରତର କଥା ଯୁବତୀ ଜଣକ ପାଇଁ ପ୍ରେରଣାର ମନ୍ତ୍ର ପାଲଟିଛି।
#bihar #Patna #viral #teastall #chaiwali #trend #viralgirl #Priyankagupta #NarendraModi #ArgusNews