ମୁଖ୍ୟ ନିର୍ବାଚନ କମିଶନର ନିଯୁକ୍ତି ନେଇ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜୁକୁ ଦେଲେ ବ୍ୟକ୍ତବ୍ୟ । କହିଲେ ପ୍ରାଶାସନିକ କାର୍ଯ୍ୟ ପାଇଁ ବିଚାରପତି ମାନଙ୍କୁ ସମାଲୋଚନାର ସାମନ୍ନା କରିବାକୁ ପଡିବ । ନ୍ୟାୟିକ କାମ କରିବା ଭାରତର ବିଚାରପତିଙ୍କ ମୁଖ୍ୟ କାମ ।
#ArgusNews #ChiefElectionCommissioner #UnionLawMinister #KiranRiju #administrative #Judicialwork