#ତାଇୱାନକୁ_ଏକ_ଘରିଆ_କରିପାରିବନି_ଚୀନ
ଟୋକିଓରୁ ଚାଇନାକୁ ଟାର୍ଗେଟ କରିଛନ୍ତି ନାନ୍ସି ପେଲୋସି । ସେ କହିଛନ୍ତି ଚୀନର ନାଲି ଆଖିକୁ ଆମେରିକା ଡରେନାହିଁ । ନାନ୍ସିଙ୍କ ଗସ୍ତ ପୂର୍ବରୁ ଜାପାନର ଇକୋନୋମିକ ଜୋନ ଉପରେ ବାଲିଷ୍ଟିକ ମିସାଇଲ ମାଡ କରିଛି ଚୀନ ।
#China #Taiwan #America #USHouseSpeaker #NancyPelosi #ArgusNews