ବିଶ୍ବକୁ ଋଣ ଯନ୍ତାରେ ପକାଇବାକୁ ଚୀନର ସାଂଘାତିକ ଷଡ଼ଯନ୍ତ୍ର । ୧୬୫ ଟି ଦେଶକୁ ଦେଇଛି ୮୪୩ ବିଲିୟନ୍ ଡଲାରର ଋଣ । ବିଭିନ୍ନ ଦେଶରେ ବିଆରଆଇ ପ୍ରକଳ୍ପ ନାଁରେ ଋଣ ଦେଇଛି ୩୮୫ ବିଲିୟନ୍ ଡଲାର୍ । ଚୀନରୁ ଋଣ ନେଇ ଦେବାଳିଆ ହେବାକୁ ବସିଲେଣି ୪୨ ଛୋଟିଆ ଦେଶ । ରିସର୍ଚ୍ଚ ଲାବ୍ ଏଡ଼୍ ଡାଟାର ରିପୋର୍ଟ ଖୋଲିଲା ଚୀନର ଅସଲ ଗୁମର ।
#China #Conspiracy #SmallCountries #economy #worldmarket #National #ArgusNews