ରୁଷିଆ-ୟୁକ୍ରେନ ପରେ ଯଦି ଚୀନ ଓ ତାଇୱାନ ଯୁଦ୍ଧ ହୁଏ
ତେବେ ବିଶ୍ବ ଓ ଭାରତ ଉପରେ ଏହାର କି ପ୍ରଭାବ ପଡ଼ିବ? ସବୁଠୁ ଅଧିକ ପ୍ରଭାବିତ ହେବେ କାର୍ ଓ ମୋବାଇଲ୍ କମ୍ପାନି । ଅଡୁଆରେ ପଡ଼ିପାରେ ସ୍ମାର୍ଟ ଫୋନ୍, କମ୍ପ୍ୟୁଟର ଓ ଅଟୋ ମୋବାଇଲ ଇଣ୍ଡଷ୍ଟ୍ରିଜ୍ ।
#ChinaTaiwanWar #China #taiwan #conflicts #impact #globaltrade #ArgusNews