#ଗୃହବନ୍ଦୀ_ଚୀନ୍_ରାଷ୍ଟ୍ରପତି_ସି_ଜିନପିଙ୍ଗ୍ !
#ନିଜ_ଦେଶର_ସେନା_ଦ୍ବାରା_ଜିନପିଙ୍ଗଙ୍କୁ_କରାଯାଇଛି_ହାଉସ୍_ଆରେଷ୍ଟ !
ଏପରି ଏକ ଖବର ଏବେ ବିଶ୍ବସାରା ସୋସିଆଲ ମିଡିଆରେ ପାଲଟିଛି ଚର୍ଚ୍ଚାର ବିଷୟ । ବିଭିନ୍ନ ସୂତ୍ରରୁ ଉଦ୍ଧାର କରି ବରିଷ୍ଠ ବିଜେପି ନେତା ସୁବ୍ରମଣ୍ୟମ୍ ସ୍ବାମୀ ଏହାକୁ ନେଇ ଏକ ଟୁଇଟ୍ କରିବା ପରେ ଭାରତରେ ମଧ୍ୟ ଚର୍ଚ୍ଚା ଜୋର ଧରିଛି ।
#Housearrest #President #XiJinping #Internationalmedia #ArgusNews