#ଜାମ୍ମୁକାଶ୍ମୀରରେ_ଭାରତୀୟ_ସେନାର_ପ୍ରଶଂସନୀୟ_ଉଦ୍ୟମ
ସେଠାକାର ଯୁବପିଢ଼ିକୁ ନିଜ ଦେଶର ସଂସ୍କୃତି ସହ ପରିଚିତ କରେଇବା ପାଇଁ ପଦକ୍ଷେପ ନେଇଛି ଇଣ୍ଡିଆନ୍ ଆର୍ମି । ଜାମ୍ମୁକାଶ୍ମୀରର ଅନନ୍ତନାଗଠାରେ ଆୟୋଜନ କରିଛି ୟୂଥ୍ ଏକ୍ସଚେଞ୍ଜ ପ୍ରୋଗ୍ରାମ୍ ।
#IndianArmy #YouthExchangeProgramme #Jammu #Kashmir #ArgusNews