ରାଜସ୍ଥାନ ରାଜନୀତିରେ ଘଡିକେ ଘୋଡା ଛୁଟୁନି। ମୁଖ୍ୟମନ୍ତ୍ରୀ ପଦକ ନେଇ ଚାଲିଛି ଟଣାଓଟରା। ମୁଖ୍ୟମନ୍ତ୍ରୀ ପଦକୁ ନେଇ ଅଶୋକ ଗେହଲଟ୍ ଓ ସଚିନ୍ ପାଇଲଟଙ୍କ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ତେବେ ଉଭୟଙ୍କ ମଧ୍ୟରେ ଏହି ବିବାଦ ଆଜିର ନୁହେଁ। ଏହା ୨୦୧୮ରୁ ଚାଲିଆସିଛି।